Public App Logo
Jansamasya
News
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

#ଶେଷରେ_ଚୌକି_ଛାଡିଲେ_ହିଞ୍ଜିଳିକୁ_ବଦଳି_ହେଲେ_ବିବାଦୀୟ_ବାବୁ। ଚୌକି ମୋହ ତୁଟିଲା, ବାବୁଙ୍କ ଦାଦାଗିରି ସରିଲା... ୮ ମାସ ହେଲା ବଦଳି ହୋଇ ମଧ୍ୟ ଗାଡ଼ି ଛାଡୁ ନଥିବା ଫାସି ଆର୍ ଆଇ ସୁନୀଲ ସାହୁଙ୍କର ଶେଷରେ ବଦଳି କରାଯାଇଛି। ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇବା ପଡିଲା ମହଙ୍ଗା। ଗଣମାଧ୍ୟମର ହସ୍ତକ୍ଷେପ ଓ ଲୋକଙ୍କ ଆକ୍ରୋଶ ପରେ ଆକ୍ସନ ମୋଡରେ ତହସିଲ ପ୍ରଶାସନ। #FasiRITransfer #BeguniapadaNews #GanjamNews #KodalaTehsil #NewsImpact #OdishaUpdates

Kabisuryanagar, Ganjam | Jun 12, 2026