ଘରକୁ ଆସିଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା!
ଏକାସଙ୍ଗେ ୩ଟି ସନ୍ତାନ ଜନ୍ମ ଦେଲେ ମହିଳା, ବିନା ଅପରେସନ୍ରେ କୋଳମଣ୍ଡନ କଲେ ୨ ପୁଅ ଓ ୧ ଝିଅ...
#BeguniapadaNews #TripletBirth #SumandalaHospital #GanjamNews #OdishaHealth #MedicalWonder #LocalNewsOdisha #OdiaNews
Kabisuryanagar, Ganjam | Jul 26, 2026