କୋରାପୁଟ ସହରରୁ ମଦ ଦୋକାନ ହଟାଅ!
ସକାଳୁ ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ, ମଦ ଦୋକାନ କିନ୍ତୁ ସହଜରେ ମିଳୁଛି। ଏହି ପରିସ୍ଥିତିକୁ ନେଇ କୋରାପୁଟ ସହରରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସହରବାସୀଙ୍କ ଦାବି, ସହର ଭିତରେ ଥିବା ମଦ ଦୋକାନଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରାଯାଉ। ପ୍ରଥମେ ଲୋକଙ୍କ ମୌଳିକ ଆବଶ୍ୟକତା—ବିଶେଷକରି ବିଶୁଦ୍ଧ ପିଇବା ପାଣିର ସମସ୍ୟାର ସମାଧାନ କରାଯାଉ।
ଆପଣଙ୍କ ମତ କଣ?
କୋରାପୁଟ ସହରରୁ ମଦ ଦୋକାନଗୁଡ଼ିକୁ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ କି?
ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ ଏବଂ ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।
#Koraput #KoraputNews #Odisha #WaterCrisis #PublicDemand #OpenLensNews