Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
brjnlive
ବ୍ରଜରାଜନଗରରେ ବିକାଶ କାମ ତଦାରଖ କରୁଛନ୍ତି ଜିଲ୍ଲାପାଳ। ବ୍ରଜରାଜନଗର ପୌରପାଳିକା ଅଞ୍ଚଳରେ ଚାଲିଥିବା ଜନକଲ୍ୟାଣ ଓ ଭିତ୍ତିଭୂମି ଉନ୍ନୟନ କାମର ସମୀକ୍ଷା କରିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ। ଏହି ଅବସରରେ ଜିଲ୍ଲାପାଳ ବ୍ରଜରାଜନଗର ସ୍ଥିତ ପି.ଏମ. ଶ୍ରୀ ଓ.ପି.ଏମ୍. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗଡ଼ତିଆ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ। #ଝାରସୁଗୁଡା #ବ୍ରଜରାଜନଗର #ଜିଲ୍ଲାପାଳ #ବିକାଶକାମ #PMSHRI #ଶିକ୍ଷା #OdishaNews #Development #BrajrajnagarLive #Brajrajnagar #OPM_SCHOOL
Jharsuguda, Jharsuguda
| Jun 23, 2026
#ଝାରସୁଗୁଡା
#ବ୍ରଜରାଜନଗର
#ଜିଲ୍ଲାପାଳ
#ବିକାଶକାମ
#pmshri
#ଶିକ୍ଷା
#odishanews
#development
#brajrajnagarlive
#brajrajnagar
#opm_school
MORE NEWS
🔴Live ବ୍ରଜରାଜନଗର ଏକ ଘରୋଇ ହୋଟେଲରେ ଗୋପାଳ ସିତାନୀ ପକ୍ଷରୁ ପ୍ରେସ୍ ମିଟ।
Jharsuguda, Jharsuguda | Jul 17, 2026
ଝାରସୁଗୁଡ଼ା କୋର୍ଟକୁ ବୋମା ଧମକ | ଇ-ମେଲ୍ରେ ଆସିଲା ଧମକପୂର୍ଣ୍ଣ ବାର୍ତ୍ତା #Jharsuguda #JharsugudaCourt #BombThreat #BreakingNews #Odisha #OdishaNews #CourtNews #EmailThreat #HighAlert #Police #SecurityAlert #NFTV #NFTVShorts #NewsFastTV #OdiaNews #Breaking #IndiaNews #ViralNews #Reels #InstagramReels #FacebookReels
Jharsuguda, Jharsuguda | Jul 17, 2026
ମହାନଦୀକୁ ଡେଇଁବା ପରେ କହିଲେ— 'ରେସ୍କ୍ୟୁ ଟାଇମ୍ ଚେକ୍ କରୁଥିଲି!' ସମ୍ବଲପୁର ଚାଉରପୁର ମହାନଦୀ ବ୍ରିଜ୍ରୁ ନଦୀକୁ ଡେଇଁବା ପରେ ଉଦ୍ଧାର ହେଲେ ଯୁବକ। ତା'ପରେ ତାଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଲା। #Sambalpur #Mahanadi #MahanadiBridge #Odisha #OdishaNews #BreakingNews #NFTV #NFTVShorts #RescueOperation #FireServices #OdishaPolice #Viral #ViralReels #Trending #NewsReels #Rescue #Bridge #HighDrama #OdishaViral #LatestNews #IndiaNews #ReelsIndia #InstaReels #FacebookReels #NewsUpdate
Jharsuguda, Jharsuguda | Jul 14, 2026
ଉପ ମୁଖ୍ୟମନ୍ତ୍ରୀଙ୍କ ମୁହଁ ଉପରେ କ୍ଷୋଭ ଝାଡ଼ିଲେ ଅଙ୍ଗନଵାଡ଼ି ଦିଦି | NFTV Shorts #PravatiParida #PrabhatiParida #Sambalpur #Odisha #OdishaNews #OdishaPolitics #Anganwadi #AnganwadiDidi #DeputyCM #BreakingNews #PoliticalNews #SambalpurNews #OdiaNews #OdishaUpdates #NewsShorts #NFTV #NFTVShorts #Reels #Shorts #ViralVideo #Trending #PublicVoice #WomenEmpowerment #LatestNews #IndiaNews #NewsUpdate
Jharsuguda, Jharsuguda | Jul 14, 2026
ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଡିଲ୍... ମାଡ଼ି ବସିଲା ପୋଲିସ | ୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୭ ଗିରଫ #Boudh #Kantamal #Manamunda #Odisha #OdishaNews #BreakingNews #CrimeNews #Ganja #GanjaSeized #DrugBust #NDPS #PoliceRaid #OdishaPolice #BoudhPolice #ForestRaid #CrimeAlert #NFTV #NewsUpdate
Jharsuguda, Jharsuguda | Jul 14, 2026
ବ୍ରଜରାଜନଗରରେ ବିକାଶ କାମ ତଦାରଖ କରୁଛନ୍ତି ଜିଲ୍ଲାପାଳ। ବ୍ରଜରାଜନଗର ପୌରପାଳିକା ଅଞ୍ଚଳରେ ଚାଲିଥିବା ଜନକଲ୍ୟାଣ ଓ ଭିତ୍ତିଭୂମି ଉନ୍ନୟନ କାମର ସମୀକ୍ଷା କରିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ। ଏହି ଅବସରରେ ଜିଲ୍ଲାପାଳ ବ୍ରଜରାଜନଗର ସ୍ଥିତ ପି.ଏମ. ଶ୍ରୀ ଓ.ପି.ଏମ୍. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗଡ଼ତିଆ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ। #ଝାରସୁଗୁଡା #ବ୍ରଜରାଜନଗର #ଜିଲ୍ଲାପାଳ #ବିକାଶକାମ #PMSHRI #ଶିକ୍ଷା #OdishaNews #Development #BrajrajnagarLive #Brajrajnagar #OPM_SCHOOL - Jharsuguda News