Public App Logo
Profile Picture

Papu Kumar

@papukumar911
118789Followers
4Following
ପୁରୀ ମ୍ୟୁନିସିପାଲଟି: ସମ୍ବିଧାନ ଦିବସରେ ଅତିଥିଙ୍କ ବାର୍ତ୍ତା
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଜୋର ଧରିଛି ରଥ ନିର୍ମାଣ କାର୍ଯ୍ୟ, ତିନିରଥ ଦଣ୍ଡା ଫ୍ରେମରେ କଣ୍ଟା ବାଡ଼ିଆ ସମ୍ପନ୍ନ
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଆକ୍ରମଣ, ସିଂହଦ୍ୱାର ଥାନାରେ ଅଭିଯୋଗ, ମାମଲା ରୁଜୁ
ପୁରୀ ମ୍ୟୁନିସିପାଲଟି: ଦତ୍ତତୋଟା ପ୍ରଭାତ ଲେନରେ ନିଜକୁ ନିଜେ ରକ୍ତାକ୍ତ ହେଲେ ଯୁବକ, ମେଡିକାଲ ପରେ କୁମ୍ଭାରପଡା ଥାନାରେ ଜିମା ଦେଲା ପିସିଆର
ପୁରୀ ମ୍ୟୁନିସିପାଲଟି: ହାଡଗୋଡ଼ିଆ ସାହି ମହାବୀର ମନ୍ଦିର ନିକଟରେ ଆକ୍ରମଣ ଅଭିଯୋଗ, ଟାଉନ ଥାନାରେ 3ଅଟକ
ପୁରୀ ମ୍ୟୁନିସିପାଲଟି: ଭିଆଇପି ରୋଡ ଦରଜୀପୋଖରୀ ଛକ ଠାରେ ବାଇକ ଉପରେ ଚଢ଼ିଗଲା କାର, ବାଇକ ଚାଳକ ଆହତ, ଟ୍ରାଫିକ ପୁଲିସର ହସ୍ତକ୍ଷେପ
ପୁରୀ ମ୍ୟୁନିସିପାଲଟି: ଶ୍ରୀସେତୁ ଓଭରବ୍ରିଜ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ବଡଶଙ୍ଖ ନିକଟ ବଡଦାଣ୍ଡରୁ ଟାଟାଏସି ଗାଡି ଚୋରି ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଅର୍ବାନହାଟ ମୁଖ୍ୟ ଗେଟ ନିକଟରୁ ସମୁଦ୍ରକୂଳ ଥାନା ପୁଲିସ ଦ୍ୱାରା ବ୍ରାଉନସୁଗାର ଜବତ, ଜଣେ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ନବକଳେବର ରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା 6 ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଚନ୍ଦ୍ରଶେଖର ପାଠାଗାର ଠାରେ ଦ ବେଲ୍ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୟସର ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ମ୍ୟୁନିସିପାଲଟି: ନରେନ୍ଦ୍ରକୋଣ ପାର୍କିଙ୍ଗ ଆଉଟଗେଟ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ପୁରୀ ସୁରକ୍ଷା ପରିଷଦ ପକ୍ଷରୁ ବାଲୁଖଣ୍ଡ ଅଭୟାରଣ୍ୟ ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ର ଓଡ଼ିଶା ସଙ୍ଗୀତ ପରିଷଦ ଠାରେ ଅନୁଷ୍ଠିତ
ପୁରୀ ମ୍ୟୁନିସିପାଲଟି: ଫ୍ରେଣ୍ଡସ କ୍ଲଵ ଲେନରେ ଶାଳୀର ସ୍କୁଟି ଜାଳିଦେବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଭିଣୋଇ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ ଶହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଶ୍ରୀବିହାର ରୋଡ ମଙ୍ଗଳାପାଟଣା ଠାରେ ଦୋକାନ ଘର ଭାଙ୍ଗି ମୋବାଇଲ ଓ ଟଙ୍କାଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଟ୍ରେନରେ ଅପରାଧ ଘଟାଇବା ଯୋଜନା କରୁଥିବା 4ଜଣ ଅସାମାଜିକ ଯୁବକ ଜିଆରପି ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ସରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଅଟକ
ପୁରୀ ମ୍ୟୁନିସିପାଲଟି: ସିଦ୍ଧାମହାବୀର ଭଡ଼ାଘରେ ଝୁଲିପଡି ମୃତ୍ୟୁ ବରଣ କଲେ ଜଣେ ଯୁବକ, ତାଳବଣିଆ ଥାନା ଦ୍ୱାରା ଶବ ବ୍ୟବଚ୍ଛେଦ
ପୁରୀ ମ୍ୟୁନିସିପାଲଟି: ଆଇନଜୀବୀ ଚନ୍ଦନ ବେହେରା ହତ୍ୟାକାଣ୍ଡର ରାୟ ପ୍ରକାଶ, ୩ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ
ପୁରୀ ମ୍ୟୁନିସିପାଲଟି: ତୁଳସୀଚଉରା ଛକ ନିକଟ ବାଇପାସ ରାସ୍ତାରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ଟାଟା କାରଗୋ ଡାଲା ଗାଡି, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ
ପୁରୀ ମ୍ୟୁନିସିପାଲଟି: ମରଚିକୋଟ ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ରେଳ ଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ ଓ ବିକ୍ରି ଅଭିଯୋଗରେ ଜିଆରପି ଦ୍ୱାରା ୨ ଜଣ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ଷ୍ଟ୍ରଲିଂ ଛକ ନିକଟରେ ଡକାୟତି ଯୋଜନା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା ୫ ଜଣ ଗିରଫ ସହ କୋର୍ଟ ଚାଲାଣ
ପୁରୀ ମ୍ୟୁନିସିପାଲଟି: ରେବତୀରମଣ ଗ୍ରାମରେ ଯୁବତୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଦର ଥାନା ଦ୍ୱାରା ଜଣେ ଯୁବକ ଗିରଫ ସହ କୋର୍ଟ ଚାଲାଣ