ଏକଛତ୍ରବାଦୀ ମୋଦି ସରକାରର ଅଗଣତାନ୍ତ୍ରିକ ନିଷ୍ପତି ଓ ଆଦାନିକାଣ୍ଡର ପ୍ରତିବାଦରେ Odisha Youth Congress ପକ୍ଷରୁ ରେଳରୋକ ।
ସେତେବେଳେ ଇଂରେଜ ସରକାର ବିରୋଧରେ ଲଢ଼ିଥିଲା କଂଗ୍ରେସ ଦଳ ଆଜି ଦୁର୍ନୀତି ଭ୍ରଷ୍ଟ ସରକାର ବିରୋଧରେ ଲଢ଼ୁଛୁ । #rahulgandhivoiceofindia smrutirlenka
Odisha, India | Mar 25, 2023