କଟକ ପୌରାଞ୍ଚଳ: ମହତାବ ରୋଡ଼ରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ #viralvideo
Cuttack M Corp PS, Cuttack | Sep 6, 2025
ବ୍ୟାଙ୍କ ଭିତରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼। କଟକର ଏକ ଘରୋଇ ବ୍ୟାଙ୍କରେ ଘଟିଛି ଏହି ଘଟଣା। ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀ ମିଶି...