ଚାରି ତାରିଖରେ ପଡାଲଗୁଡା ଅଞ୍ଚଳରେ ହେବ ବିଦ୍ୟୁତ କାଟ, ଟାଟା ପାୱାର କାର୍ଯ୍ୟଳୟ ପକ୍ଷରୁ ଦିଆଗଲା ସୂଚନା ସହର ଉପକଣ୍ଠ no 2 ଫିଡ଼ର ଅନ୍ତର୍ଗତ ପଡାଲଗୁଡା ଅଞ୍ଚଳ ସହ ପୁରୁଣା ପାଣି ଗୁଡା ଅଞ୍ଚଳରେ ମରାମତି କାମ ପାଇଁ ଚାରି ତାରିଖ ସକାଳ 10 ଟାରୁ ଦିନ 3 ଟା ପର୍ଯ୍ୟନ୍ତ ହେବ ବିଦ୍ୟୁତ କାଟ, ଏନେଇ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସୂଚନାପ୍ରଦାନ କରାଯାଇଛି, ଉକ୍ତ ଅଞ୍ଚଳର ବିଦ୍ୟୁତ ଗ୍ରାହକ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ