ବନ ବଂଧୁ ସମ୍ବଲପୁର ଚାପ୍ଟର ପକ୍ଷରୁ ଭାରତକେ ରଙ୍ଗ ଏକଲ କେ ସଂଗ କାର୍ଯ୍ୟକ୍ରମ ଜୀଏମୟୁ ର ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବନବାସୀ କଳାକାର ମାନଙ୍କ ପକ୍ଷରୁ ଭକ୍ତି, ଦେଶଭକ୍ତି, ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଲୋକଙ୍କୁ ବନବାସୀ ଓ ଜନଜାତି ସମାଜର ସମସ୍ୟା ଓ ସମାଧାନ ନେଇ ସଚେତନ କରିବା l ଏହି ସଂଗଠନ ଦେଶର ଆଦିବାସୀ ଗ୍ରାମ ମାନଙ୍କରେ ଶିକ୍ଷା, ସ୍ୱାସ୍ଥ୍ୟ,ସଂସ୍କାର, ଜାଗରଣ, ଆଦିବାସୀ ଅଧିକାର ନେଇ କାର୍ଯ୍ୟ କରୁଛି l ଏହାସହ ଭାରତ ସରକାର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ବନବା