ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ସମୁଦାୟ 20 ଜଣ କଳାକାର ଆଜିପର୍ଯ୍ୟନ୍ତ ଆବେଦନ କରିଥିବା ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ ସୂଚନା ଦେଲେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ତେବେ କଂସ ସହ ଆଉ 10 ଟି କଳାକାର ଚୟନ କରାଯିବାକୁ ଥିବା ବେଳେ ଆଜିପର୍ଯ୍ୟନ୍ତ ମୋଟ 20 ଜଣ କଳାକାର ଆବେଦନ କରିଛନ୍ତି | ତେବେ ଆସନ୍ତା 1 ନଭେମ୍ବର ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରିୟା କରାଯିବ | କଳାକାର ମାନେ ଉତ୍ସାହିତ ହୋଇ ଆବେଦନ କରିଛନ୍ତି |