ଆଜି ଅପରାହ୍ନ ୩ଟା ସମୟରେ ସୋହେଲା ବିଇଓ ଅମୃତା ସାହୁଙ୍କ ନିର୍ଦ୍ଦେଶରେ ସୋହେଲା ବ୍ଲକର ବିଭିନ୍ନ କ୍ଳଷ୍ଟରରେ ଶିକ୍ଷା ସଭା କମିଟି ଗଠିତ ହୋଇ ଯାଇଛି । ଏହି ଅବସରରେ କନଗାଁ କ୍ଲଷ୍ଟରରେ ସି ଆର ସି ସି କାର୍ଯ୍ୟାଳୟରେ ପ୍ରଧାନଶିକ୍ଷକ ମାନଙ୍କୁ ନେଇ ସି ଆର ସି ସି କେଦାରନାଥ ସାହୁ ଏକ ପ୍ରସ୍ତୁତି ବୈଠକ ତଥା କମିଟୀ ଗଠନ କରିଥିଲେ । କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଯୋଗଦେଇ ଥିଲେ ।