ରାଉରକେଲା ନୟା ବଜାର ହୋମିଓପାଥି କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦିବାରାତ୍ର ଧାରଣା ଜାରି ରହିଛି। ଥଣ୍ଡା ରେ ବି ଆନ୍ଦୋଳନ ସ୍ଥଳରେ ବସି ରହିଛନ୍ତି ଛାତ୍ର ଛାତ୍ରୀ। ବୁଧବାର ସଂଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସୂଚନା ଅନୁଯାୟୀ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନର ଡାକରାରେ ଦିବାରାତ୍ର ଧାରଣା ଜାରି ରହିଛି ।