ନୂଆପଡା: ନୂଆପଡ଼ା ବିଧାୟକଙ୍କ ବିୟୋଗରେ ନୂଆପଡ଼ା ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାସ
Nuapada, Nuapada | Sep 9, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ବିୟୋଗରେ ଗଭିର ଶୋକ ବ୍ୟକ୍ତ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ। ଆଜି ୧ ଟାରେ...