କଟକ ପୌରାଞ୍ଚଳ: ଅଞ୍ଜୁଆ ଗ୍ରାମ ପଣ୍ଡା ଫାର୍ମ ହାଉସ ନିକଟରୁ ବିଦ୍ୟୁତ ଖୁଣ୍ଟ ଚୋରି ମାମଲାରେ ଜଣଙ୍କୁ ଗିରଫ କଲା ଟାଙ୍ଗୀ ଥାନା ପୋଲିସ
Cuttack M Corp PS, Cuttack | Aug 6, 2025
କଟକ ଜିଲ୍ଳା ଟାଙ୍ଗୀ ଥାନା ଅନ୍ତର୍ଗତ ଅଞ୍ଜୁଆ ଗ୍ରାମ ପଣ୍ଡା ଫାର୍ମ ହାଉସ ନିକଟରୁ ବିଦ୍ୟୁତ ଖୁଣ୍ଟ ଚୋରି କରିବା ମାମଲାରେ ଜଣଙ୍କୁ ଗିରଫ କରିଛି...