ନଭେମ୍ବର ୧୧ ତାରିଖ ରାତି ପ୍ରାୟ ୩ଟା ୪୫ମିନିଟର ଘଟଣାର ସୂଚନା ଅନୁସାରେ କୋଏଲନଗର ସି -୮୩ରେ ରହୁଥିବା ୭୯ ବର୍ଷୀୟା ପୁର୍ଣିମା ଦସ୍ତିଦାର ଫୁଲ ତୋଳିବା ସମୟରେ ଏକ ଦାନ୍ତହାତୀ ସାମ୍ନାରେ ପଡିଗଲେ, ଫଳରେ ହାତିଟି ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେବାପରେ ଛାତିରେ ଚଢିଦଳିଦେଲା,ଏବଂ ଘଟଣାସ୍ଥଳରୁ ଉଭାନ ହୋଇଗଲା, ମୃତକ ପୁର୍ଣିମା ଦସ୍ତିଦାର ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଅଧିକାରୀ ପ୍ରଦୀପ ଦସ୍ତିଦାରଙ୍କ ପତ୍ନୀ ଅଟନ୍ତି....