କଟନି ଛଟନି ସମସ୍ୟା ମିର୍ଲସ ଙ୍କ ମନମାନି ଚାଷୀ କୁଲ ହତାଶ, ଦଲାଲ୍ ମାଲାମାଲ ଚୁପ ପ୍ରଶାସନ ଚାଷୀ ଙ୍କ ପ୍ରତି ସରକାର ଙ୍କ ପ୍ରତିଶ୍ରୁତି ପାଣିର ଗାର। ଏଭଳି ଅଭିଯୋଗ ଆସୁଛି ଧାନ ମଣ୍ଡି ରେ ।ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ରାଜନୈତିକ ଦଳ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ମନ କୁ ଏକ ପ୍ରକାର ଆଶ୍ୱସ୍ତି ଦେଉଛନ୍ତି। ଆଜି ସୋମବାର ରାତି ଆଠଟା ସମୟରେ ନର୍ଲା ବିଧାୟିକା ମନୋରମା ରମା ମହାନ୍ତି ନର୍ଲା ବ୍ଲକ ଶାନ୍ତ ପୁର ଧାନ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ବ୍ୟବସ୍ଥା ଓ ଅବ୍ୟବସ୍ଥା ଉପରେ ଆଲୋଚନା।