ଭୋଗରାଇ: ବର୍ଷାରେ ବେହାଲ ଭୋଗରାଇ ଅଞ୍ଚଳରେ, ଜୟରାମପୁର ଅଞ୍ଚଳରେ ଜମି ରହିଛି ପାଣି, ସ୍ଥାୟୀ ସମାଧାନ ପାଇଁ ଦାବି ।
ବର୍ଷାରେ ବେହାଲ ଭୋଗରାଇ ଅଞ୍ଚଳ । ସେଥି ମଧ୍ୟରୁ ଜୟରାମପୁର ପଞ୍ଚାୟତ ରେ ବିଭିନ୍ନ ଜାଗାରେ ଜମି ରହିଛି ବର୍ଷା ପାଣି । ବର୍ଷା ପାଣି ଜମି ରହିଥିବା ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରି ଯିବା ଆସିବା କରୁଥିବା ବେଳେ ସେହି ରାସ୍ତାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଲୋକ ।