ବରୀ ରାମଚନ୍ଦ୍ରପୁର: ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ବ୍ୟାସନଗର ସ୍ଥିତ ନନ୍ଦରାମ ଭାଟିକାରେ ରକ୍ତଦାନ ଶିବିର,ରକ୍ତଦାନ କରି ଉତ୍ସାହିତ କଲେ ଏସପି
ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ବ୍ୟାସନଗର ସ୍ଥିତ ନନ୍ଦରାମ ଭାଟିକାରେ ରକ୍ତଦାନ ଶିବିର,ରକ୍ତଦାନ କରି ଉତ୍ସାହିତ କଲେ ଏସପି ୟସ ପ୍ରତାପ ଶ୍ରୀମଲ l ଆଜି ଯାଜପୁର ରୋଡ ଜୈନ ସଙ୍ଘ ସଭାପତି ପଦ୍ମ ଚାନ୍ଦ ସେଠିଆଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସନାୟକ ଓ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ l