କେନ୍ଦ୍ରାପଡା: ସାନମଙ୍ଗଳା ଛକରୁ ବ୍ରାଉନ ସୁଗାର ରଖିଥିବା ଅପରାଧୀକୁ ଗିରଫ କଲା ଟାଉନଥାନା ପୋଲିସ, କୋର୍ଟ ଚାଲାଣ କରିଛି l
Kendrapara, Kendrapara | Sep 13, 2025
କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ସାନମଙ୍ଗଳା ଛକରୁ ଜଣେ ନିଶା କାରବାରରେ ସମ୍ପୃକ୍ତ ଅପରାଧିକୁ ଗିରଫ କରିଛି l ଅପରାଧୀର ନାମ ଜ୍ଞାନଦୀପ ପରିଡା l...