ଆଜି କେନ୍ଦୁଝର ଜେଲ୍ ରୋଡ ଠାରେ ଆୟୋଜିତ ଅଖିଳ ଭାରତୀୟ ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ -୨୦୨୫ ର ଉଦଘାଟନୀ ଦିବସରେ ସମ୍ମାନିତ ଏଥି ନିମନ୍ତେ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନୀକୁ ସାହୁ ମାହୋଦୟା ଙ୍କ ସହ ମୁଖ୍ୟ ଅତିଥି ଭାବରେ ତେଲକୋଇ ବିଧାୟକ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଷ୍ଟଲ ଗୁଡ଼ିକୁ ପରିଦର୍ଶନ କରିଥିଲେ ।।