ଭୋଗରାଇ: କୁସୁଡ଼ା ଓ ଗବଗାଁ ପଞ୍ଚାୟତବାସୀ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ହନ୍ତସନ୍ତ, ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର
Bhograi, Balasore | Aug 25, 2025
ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀରେ କମୁଛି ଜଳସ୍ତର । କିନ୍ତୁ ଗାଁରୁ ଛାଡ଼ୁନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ଲୋକ ହେଲେଣି ଛାନିଆ ।...