ମାଲକାନଗିରି: ବାଲିମେଳାରେ ଆଜି ଦୁର୍ଗା ପୂଜା ମେଢ଼ ଦେଖିବା ନିମନ୍ତେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ସୁରକ୍ଷା ନିମନ୍ତେ ଓରକେଲ ପୋଲିସ ମୃତୟନ
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ସନ୍ଧ୍ୟା ୭ ଟା ସମୟରେ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ହେଉଥିବା ଦୁର୍ଗା ପୂଜା ମେଢ଼ ଦେଖିବା ନିମନ୍ତେ ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ସନ୍ଧ୍ୟା ସମୟରେ ପାଗ ଅନୁକୂଳ ସହ ବର୍ଷା ହେଉ ନଥିବାରୁ ଲୋକଙ୍କ ଭିଡ଼ ଜମିଥିଲା। ସମସ୍ତ ଦୋକାନ ବଜାରରୁ ବହୁ ଲୋକ ବିଭିନ୍ନ ସାମଗ୍ରୀ କିଣି ନିଜ ଘରକୁ ନେଇଥିଲେ। ଫାଷ୍ଟ ଫୁଡ଼ ଜଙ୍କ ଫୁଡ଼ ବ୍ୟବସାୟୀ ମାନଙ୍କ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ସୁନ୍ଦର ଆଲୋକମାଳା ରେ ପୂଜା ପେଣ୍ଡାଲ ସଜା ଯାଇଥିବା ବେଳେ ଭକ୍ତ ମାନେ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏ