ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସୂଚନା
ବନ୍ଦ ରହିଛି ହୀରାକୁଦ ଡ୍ୟାମର ସମସ୍ତ ଗେଟ l ସୋମବାର ରାତି 9ସୁଦ୍ଧା ଜଳ ସ୍ତର 630.00ଫୁଟ ଜଳସ୍ତର ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଳ ଭଣ୍ଡାରକୁ 36ହଜାର 577କୁସେକ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 36ହଜାର 577କୁସେକ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି l