ସଦର: ଉତ୍କେଲା ଗ୍ରାମ ଠାରେ ଦିତି ବାହନ ଓଷା ବା ପୁଅ ଜିଉଁନ୍ତିଆ ଆନନ୍ଦ ଉଲ୍ଲାସର ସହିତ ପାଳିତ, ହଜାର ହଜାର ବ୍ରତ ଧାରୀ ସାମିଲ
ଆଜି ଆଶ୍ୱିନ କୃଷ୍ଣପକ୍ଷ ମୂଳାଅଷ୍ଟମୀ ତିଥିରେ ପଶ୍ଚିମ ଓଡ଼ିଶାରେ ଦିତିବାହନ ଓଷା ବା ପୁଅ ଜିଉଁନ୍ତିଆ ଆନନ୍ଦ ଉଲ୍ଲାସର ସହିତ କେସିଙ୍ଗା ବ୍ଲକ୍ ଅଧୀନ ଉତ୍କେଲା ଗ୍ରାମ ଠାରେ ଆନନ୍ଦ ଉଲ୍ଲାସର ପାଳନ କରାଯାଇଛି।ପୁଅ ଝିଅର ମଙ୍ଗଳ କାମନା କରି ମାଆ ମାନେ ଉପବାସ ରହି ଏହି ପୂଜା ନିଷ୍ଠାର ସହିତ ନିର୍ଜଳା ଉପବାସ କରିଥାଆନ୍ତି।ସେଥିପାଇଁ ବିଭିନ୍ନ ପ୍ରକାର ଫଳ, ପଦ୍ମ ଫୁଲ ଓ ବିଭିନ୍ନ ରଙ୍ଗର ଜିଉଁତିଆ ସଂଗ୍ରହ କରି ଏକଜୁଟ ହୋଇ ବ୍ରତ ଧାରିଣୀ ମାଁ ମାନେ ଏହି ଗ୍ରାମ ଠାରେ ଦିତି ବାହନ ପୂଜା କରାଯାଇ ସନ୍ତାନ ମାନଙ୍କ ନିରୋଗ ଓ ଦ