ତିଲେଇବଣି ବ୍ଲକ କୈଳାସ ଠାରୁ ଲଇମୁରା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତା ଜଙ୍ଗଲ ଜମି ମଧ୍ୟରେ ଆସୁଥିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି । ଏହାର ସମାଧାନ ସହିତ ରାସ୍ତା ନିର୍ମାଣ କିଭଳି ଶିଘ୍ର ହୋଇପାରିବ ସେନେଇ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଗୁରୁତ୍ୱାରୋପ କରିଛନ୍ତି ।