ପୁରୁଣାକୋଟ ଥାନା ଅନ୍ତର୍ଗତ କୁମୁରୀ ଗ୍ରାମର ବିଶ୍ୱଜିତ୍ ସାହୁ ନାମକ ଜଣେ ବ୍ୟକ୍ତି ବନ୍ତଳା ଥାନାରେ ଅଭିଯୋଗ କରିଥିଲେ କି ସୋମବାର ଦିନ ତାଙ୍କ ଭାଇଙ୍କ କାର ଗାଡି ଧରି ଆସିଥିଲେ। କାର ରଖିଥିବା ସ୍ଥାନରେ ସନ୍ଧ୍ୟା ପାଞ୍ଚଟା ବେଳେ ଯାଇ ଦେଖିଲା ବେଳକୁ ଉକ୍ତ ସ୍ଥାନରେ କାର ନାହିଁ। ଯାହା ଫଳରେ ବହୁତ ଖୋଜାଖୋଜି କରିବା ପରେ ଖବର ପାଇଲେ କି ବିଶ୍ୱଜିତଙ୍କ ଦୁଇ ଜଣ ଡ୍ରାଇଭର ଗାଡିକୁ ଚୋରାଇ ନେଇଛନ୍ତି। ତେଣୁ ସୋମବାର ରାତିରେ ଖବର ପାଇଲେ କି ଉକ୍ତ କାର ଓ ଦୁଇ ଜଣଙ୍କୁ ସମ୍ବଲପୁର ପୋଲିସ ଥାନାରେ ଅଟକ ରଖିଛି। ତେଣୁ ବନ୍ତଳା ପୋଲିସ ସମ୍ବଲପୁର ଯାଇ କାର ସହିତ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା