ସୁନ୍ଦରଗଡ ସହର: ତାଳଚେରରେ ସିରିଜ୍ ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ ସୁନ୍ଦରଗଡ଼ ଜଗତ ଗଡରୁ ତାଳଚେର ପୋଲିସ ଦ୍ଵାରା ଗିରଫ
Sundargarh Town, Sundargarh | Sep 1, 2025
ଗତକାଲି ସନ୍ଧ୍ୟା 6 ଟା ପାଖାପାଖି ସମୟରେ ତାଳଚେର ପୋଲିସ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜଗତ ଗଡ଼ ଗାଁରୁ ଅଭିଯୁକ୍ତ ଚାଳକ ଅଂଶୁମାନ...