ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧୯ସ୍ଥିତ ପୋଲିସଥାନାରେ ସକାଳ
ପ୍ରାୟ ୧୦ଟା ୩୦ମିନିଟରେ IIC ରଞ୍ଜନ
କୁମାର ନାୟକଙ୍କ ତତ୍ୱାବଧାରେବୃକ୍ଷରୋପ
ଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସେପ୍ଟେମ୍ବର ୧୭ତାରିଖ ସକାଳ ୧୦ଟା ୩୦ମିନିଟରେ ସେକ୍ଟର ୧୯ ଥାନା ପରିସରରେ ରାଉରକେଲା SP ନୀତେଶ ୱାଦୱାନୀଙ୍କ ଆଦେଶରେ ତଥା IIC ରଞ୍ଜନ କୁମାର ନାୟକଙ୍କ ତତ୍ୱାବଧାରେ ବିଭିନ୍ନ କିସମର ଫଳ ଚାରା,ଯଥା:- କାଜୁଵାଦାମ,ପେସ୍ତାବାଦମ, ଜାମୁ ଭଳି ବହୁ ସୁନ୍ଦର ସୁନ୍ଦର ଚାରାମାନ ରୋପଣ ଅବସରରେ ଥାନାର S.I.ପ୍ରିୟମ ଦାସ S.I.ରାଜେଶ ବେହେରା,ପୋଲିସ କର୍ମଚାରୀଗଣ ତଥା IHRC ର ପ୍ରେସିଡେଣ୍ଟ କାର୍ତ୍ତିକ ରାଉତ ଓ ସଦସ୍ୟାଗଣ,କିଛି ମହିଳା ସଂଗଠନ ମଧ୍ୟରେ କାମିନୀ ମହନ୍ତ,ସୁମତି ନାୟକ,ଅଂଶୁପା ଦଲେଈ,ଶାନ୍ତି ସିଂ,ଶୋଭା ମହନ୍ତ,ସରିତା ପାଲ୍ଲୀ,ଓ ଅନେକ ମହିଳା ସଦସ୍ୟାଗଣ କାର୍ଯ୍ୟକ୍ରମରେ ଯୋଗ ଦେଇ S,