କୋରାପୁଟ ସହର: ଗାଦିଆଗୁଡ଼ା ପଞ୍ଚାୟତ ରେ ଏକତା ଅନୁଷ୍ଠାନ ଦ୍ଵାରା ହେଇଥିବା ତାଲିମ୍ ଶିବିର ରେ ଅନୁଷ୍ଠାନ ର ସଦସ୍ୟ ଅଶୋକ କୁମାର ମିଶ୍ର ପ୍ରତିକ୍ରିୟା
ଅନୁଷ୍ଠାନ ର ସଦସ୍ୟ ଅଶୋକ କୁମାର୍ ମିଶ୍ର କହିଛନ୍ତି ଯେ ଏଇ ତାଲିମ ର ମୂଖ୍ୟ ଉଦ୍ଦେଶ୍ୟ ସୁଶାସନ ବ୍ୟବସ୍ଥା ଏବଂ ଭଲ ଲିଡର ଉପରେ ଏଇ ତାଲିମ ଟି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଂଯୋଜିତ ଦିପ୍ତିମୟୀ ଜେନା ବ୍ଲକ୍ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ପଞ୍ଚାୟତ ସ୍ତର ରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ରତ୍ନାକର ରାଉତ ସରସ୍ଵତି ମହାରଣା ଏବଂ ତାଳପତ୍ର ତାଲିମ ଦାତା ଅନନ୍ତ ସାନ୍ତା ଉପଷ୍ଟିତ ଥିଲେ।