ସୁନ୍ଦରଗଡ ସହର: ବାଘ ପରେ ଏବେ ହେମଗିର ଅଞ୍ଚଳରେ ହିଂସ୍ର ଦନ୍ତା ହାତୀର ଭୟ। ପତ୍ରାପାଲିରେ ଦନ୍ତା ହାତୀ ରାଜ ପଥରେ ବିଚରଣ କରୁଥିବା ଦୃଶ୍ୟ ହେଲା ଭାଇରାଲ
Sundargarh Town, Sundargarh | Aug 19, 2025
ଆଜି ଅଗଷ୍ଟ 19 ତାରିଖ ସକାଳ 9 ଟା ସମୟରୁ ଏହି ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ହାତୀ ନେଇ ଗୋପାଳ ପୁର ରେଞ୍ଜ ଅଧିକାରୀଙ୍କ ନିକଟରେ...