ଖରିଆର: ଖଡ଼ିଆଳ ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ସାଂସଦ
Khariar, Nuapada | Sep 3, 2025
ଖଡ଼ିଆଳ ଗସ୍ତରେ ଆସି ଆଜି ଦିନ ୧୨ ଟାରେ ଖଡ଼ିଆଳ ସହରର ଆମ୍ବେଦକର ଛକ ଠାରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ...