ତେଲକୋଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ର ଚଷାଟାଙ୍ଗିରି ଗ୍ରାମ ରେ ମା ଚର୍ଚ୍ଚିକା ଅନୁଷ୍ଠାନ ଦ୍ୱାରା ଆୟୋଜିତ 25 ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ |ଏଥିରେ ଜିଲ୍ଲା ବିଜେପି ସଭାପତି,ଜିଲ୍ଲା ପଦାଧିକାରୀ , ମଣ୍ଡଳ ସଭାପତି , ମଣ୍ଡଳ ପଦାଧିକାରୀ ଆଦି ଙ୍କ ସହ ଉପସ୍ଥିତ ହୋଇ ଆୟୋଜକ ମଣ୍ଡଳୀ ଙ୍କୁ ଉତ୍ସାହିତ କରିଥିଲେ।