ସଦର: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ପରିସରରେ ସାଇବର ସୁରକ୍ଷା ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ
ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ପାଳିତ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ପରିସରରେ ପରିସରରେ ସାଇବର ସୁରକ୍ଷା ଦିବସ ଉପଲକ୍ଷେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମୀମାନେ ଉପସ୍ଥିତ ହୋଇ ଭୂବ ନେଶ୍ୱରରୁ ସିଧାସଳଖ ଭିସି ଯୋଗେ ସଚେତନତା କାର୍ଯ୍ୟକ୍ରମକୁ ଦାଇତ୍ୱର ସହ ଶ୍ରବଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାଇବର ଅପରାଧକୁ ରୋକିବା ନିମନ୍ତେ ଶପଥ ପାଠ କରିଥିଲେ। ଏଥିରେ କଳାହାଣ୍ଡି ପୋଲିସ ସପଥ କରିଥିଲେ।