ତେର ଦଫା ଦାବି ନେଇ ବିଦ୍ୟାଳୟ ଆଗରେ ଧାରଣାରେ ଶିକ୍ଷକ ଶିକ୍ଷୟତ୍ରୀ କୋରାପୁଟ ସହର...ଆଜି ଅପରାହ୍ନ ଚାରି ଟା ସମୟର ତେର ଦଫା ଦାବି ନେଇ କୋରାପୁଟ ମାଚରା ନିକଟ ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଧାରଣାରେ। ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଫାଟକ ଆଗରେ ଧାରଣା ରେ ବସିଛନ୍ତି। ଯଦି ଆଗାମୀ ପନ୍ଦର ଦିନ ଭିତ୍ ରେ ଦାବି ପୂରଣ ନ ହେଲେ ସେମାନେ ରାଜରାସ୍ତା ରେ ଧାରଣା କରିବେ ବୋଲି ଚେତାବନୀ ଦେଇଛନ୍ତି ଆଡର୍ଷ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ। ସେମାନଙ୍କ ସହ ଅଧିକ ଆଲୋଚନା କରିଚନ୍ତି