କାକଟପୁର: କାକଟପୁର ମା ମଙ୍ଗଳା ଙ୍କ ନବରାତ୍ର ଅଷ୍ଟମୀ ରେ ମା ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଲେ
ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
Kakatpur, Puri | Sep 29, 2025 ମହାଷ୍ଟମୀ ରେ ମା'ମଙ୍ଗଳା ମହିଷାମର୍ଦ୍ଧିନୀ ବେଶ :-ଦୁଲ୍ଳଭ ବେଶ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ କାକଟପୁର/ଅସ୍ତରଙ୍ଗ:-(ଶୁଭ ଦର୍ଶନ ମିଶ୍ର /ପ୍ରଦୀପ୍ତ କୁମାର ଦୀକ୍ଷିତି )୨୯/୦୯ :-ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମହାଷ୍ଟମି ପର୍ଯ୍ୟନ୍ତ ଅନୁଷ୍ଠିତ ଷୋଡଶ ଦିନାତ୍ମକ ପୂଜାର ଅନ୍ତିମ ଦିନ ମହାଅଷ୍ଟମୀ ରେ ସମ୍ପର୍ଣ୍ଣ ହୋଇଛି। ପୁରୀ ଜିଲ୍ଲା କାକଟପୁର ବାସିନୀ ଦେବୀ ପରମ ବୈଷ୍ଣବୀ ମା' ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା ନୀତି ସମ୍ପର୍ଣ୍ଣ ହେଉଥିବା ବେଳେ ରାତ୍ରରେ ମହାଅଷ୍ଟମୀରେ ମା 'ଙ୍କ ପ୍ରସିଦ୍ଧ ମହିଷାମର୍ଦିନୀ ବେଶ ଅନୁଷ୍ଠି