ଝାରସୁଗୁଡା: ବେଦାନ୍ତ କମ୍ପାନୀ ର ଭାରୀଯାନ ଚଳାଚଳ ଏବଂ ପାଉଁଶ ପରିବହନକୁ ବିରୋଧ କରି କୁମୁଡାପାଲି ରେ ରାସ୍ତାରୋକ କଲେ ଦଲକି ପଂଚାୟତବାସୀ
ବେଦାନ୍ତ କମ୍ପାନୀ ର ଭାରୀଯାନ ଚଳାଚଳ ଏବଂ ପାଉଁଶ ପରିବହନକୁ ବିରୋଧ କରି କୁମୁଡାପାଲି ରେ ରାସ୍ତାରୋକ କଲେ ଦଲକି ପଂଚାୟତବାସୀ l ଦଲକି ପଂଚାୟତ ର ରାସ୍ତା ରେ ବେଦାନ୍ତ କମ୍ପାନୀ ବଡ଼ ବଡ଼ ଭାରୀଯାନ ଚଳାଚଳ କରୁଛି l ଯାହାଫଳରେ ରାସ୍ତା ଖରାପ ହେବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପଂଚାୟତ କର୍ତ୍ୟୁପକ୍ଷକ ନଜଣାଇ ବା ଗ୍ରାମସଭା ରେ କୌଣସି ବିଷୟରେ ଅବଗତ ନକରି ବେଦାନ୍ତ କମ୍ପାନୀ ନିଜ ମନମୁଖୀ କରୁଥିବା ଲୋକେ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଦଲକି ପଂଚାୟତ ଏହି ପାଉଁଶ ପରିବହନ ଦ୍ୱାରା ପ୍ରଭାବିତ ହେଉଥିଲେ ହେଁ କମ୍ପାନୀ ପକ୍ଷରୁ ପଂଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ