ଅନୁଗୋଳ ବ୍ଲକ ବାରଗୌଣିଆ ଗ୍ରାମରେ ଥିବା ମା ପାଣ୍ଡୁରିଶୁଣି ପୀଠରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି। କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜି ଛୁଟି ଦିନ ଥିବାରୁ ଶହ ଶହ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ଭୋଜି କରିବା ପାଇଁ ପାଣି ଅଭାବ ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।