ଆଜି ମାର୍ଚ୍ଚ 11 ତାରିଖ ବୁଧବାର ସନ୍ଧ୍ୟା 5 ଟା ପାଖାପାଖି ସମୟରେ ଘଟିଛି ଏହି ଘଟଣା।ବେଆଇନ ପାଉଁଶ ଚାଲାଣ କରୁଥିବା OD -23V-1137 ନମ୍ବର ବିଶିଷ୍ଟ ହାଇୱାକୁ ଧରୁଆ ଡିହି ପୋଲିସ ଅଟକ ରଖିବା ସହ ଆଞ୍ଚଳିକ ପରିବହନ ବିଭାଗ ସୁନ୍ଦରଗଡ଼କୁ ଅବଗତ କରିଥିଲା। ତେବେ ଆଞ୍ଚଳିକ ପରିବହନ ବିଭାଗର ଜୁନିଅର ଏମ୍ ଭି ଆଇ ଘଟଣା ସ୍ଥଳରେ ପହଞ୍ଚି ଅଣ୍ଡର ଲୋଡିଂ କିମ୍ବା ଓଭର ଲୋଡ଼ିଙ୍ଗ ଯାଞ୍ଚ ନ କରି ମାତ୍ର 4 ହଜାର ଟଙ୍କା ଜୋରିମାନା କାଟି ଛାଡ଼ି ଦେଇଥିବା ଜଣା ପଡ଼ିବା ପରେ ସ୍ଥାନୀୟ ବୁଦ୍ଧିଜିବୀ ପରିବହନ ବିଭାଗର ଏପରି କାମକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ଧରୁଆ ଡିହି କିମ୍ବା ଆଖପାଖ ଅଞ୍ଚଳରେ ୱେ