ବୌଦ୍ଧ ସଦର: ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷରେ ଏଚଆଇଭି/ଏଡ୍ସ ଓ ଯୌନ ରୋଗ ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା
Baudh Sadar, Boudh (Bauda) | Aug 22, 2025
ଶୁକ୍ରବାର ଦିନ ଆଇସିଟିସି ଓ DSRC ର ମିଳିତ ସହଯୋଗିତାରେ ବୌଦ୍ଧ ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ବ୍ଲକର 25 ଜଣ ସରପଞ୍ଚଙ୍କୁ ନେଇ ଏଚଆଇଭି/ଏଡସ...