ଢେଙ୍କାନାଳ ସଦର: କାରନ୍ଦା ଖଣ୍ଡତିରି ଗ୍ରାମ ନିକଟ ରାସ୍ତାରେ ହାତୀପଲ, ଅଞ୍ଚଳବାସୀ ଭୟଭିତ
ଢେଙ୍କାନାଳ ହିନ୍ଦୋଳ ରେଂଜଟି ଏକ ହାତୀ ପ୍ରକାଶ ଅଞ୍ଚଳ ଭାବେ ଜିଲ୍ଲାରେ ବେସ ଜଣାଶୁଣା। ହାତୀ ମଣିଷ ଲଢେଇରେ ମଧ୍ୟ ସର୍ବାଧିକ କ୍ଷୟକ୍ଷତି ଘଟେ । ଗତ ରାତି ଓ ଆଜି ଭୋର ସମୟରେ ହାତୀପଲ କାରନ୍ଦା ଓ ଖଣ୍ଡତିରି ରାସ୍ତାରେ ରାସ୍ତା ପାର ହେଉଥିବାରୁ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ଘଟିଛି ।