କଣ୍ଟାମାଳ: ସୁଲିଆ ଓ ଗୁଂଜିତରା ନାଲ ନିକଟରେ ଛାଡ଼ଉ ଦେଶୀ ମଦ ସହ ମହୁଲ ପୋଚ ନଷ୍ଟ
କଣ୍ଟାମାଲ ଅବାକାରି ବିଭାଗ ରୁ ଦୁଇ ପୃଥିକ ସ୍ଥାନରେ ଚଢ଼ାଉ ଦେଶୀ ମଦ ସହ ମହୁଳପୋଚ ନଷ୍ଟ କଣ୍ଟାମାଲ ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଛଛାଡ଼ଉ କରି ଦେଶୀ ମଦ ସହ ମହୁଲ ପୋଚନଷ୍ଟ I ସୂଚନା ମତେ ଆଜି ସୁଲିଆ ରାସ୍ତା ନିକଟରେ ଚଢ଼ାଉ କରି 7ଲିଟର ଦେଶୀ ମଦ ସହ କୁଚିଆ ମଦ ବେପାରୀ ଅଟକ ରଖିଥିଲା ଅବକାରୀ ବିଭାଗ ଠିକ ସେହିଭଳି ଘଣ୍ଟାପଡା ଥାନା ଗୁଂଜିତରା ନାଲ ରେ ଚଢ଼ାଉକରି ଘଟଣା ସ୍ଥଳ ରୁ 350kg ମହୁଳ ପୋଚ ନଷ୍ଟ କରି ଦୁଇ ମାମଲା ରୁଜୁ କରିବା ସହ ନୋଟିସ କୁଚିଆମଦ ବେପାରୀ କୁ ଛାଡିଦେଇଥିବା ଅବକାରୀ ବିଭାଗ ସୂଚନା ଦେଇଛନ୍ତି I