ଖରିଫ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଟିତ ହୋଇଛି । ନିୟନ୍ତ୍ରୀତ ବଜାର କମିଟି ପରିଶର ମୁଖ୍ୟ ବଜାର ରେ ଅନୁଷ୍ଟିତ ହୋଇଛି । ଏଠାରେ କମିଟିର ଉପାଧ୍ୟକ୍ଷ ବାଲା ରାୟ,ଜିଲା ମୁଖ୍ୟ ଯୋଗାଣ ଅଧିକାରି ମାନସ ରଞ୍ଜନ ମହାପାତ୍ର,ସମ୍ପାଦକ ତୁଷାର କାନ୍ତ ସେଠୀ, ଉପ ନିବନ୍ଧକ ମୋନିକା ରାୟ, ବରିଷ୍ଟ କମିଟି ସଦସ୍ୟ ଉପସ୍ଥିତ ରହି ସଚେତନ କରିଥିଲେ । ଏହି କର୍ମଶାଳାରେ ପାଣି ପଞ୍ଚାୟତର ସଦସ୍ୟ, ଲ୍ୟାମ୍ପସ କର୍ମଚାରି , କମିଟିର କର୍ମଚାରି ଜୟପୁର ଉପଖଣ୍ଡର ଚାଷି ଉପସ୍ଥିତ ଥିଲେ ।