Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବରଗଡ: ଜିଲ୍ଲା କାରାଗାରରେ ଅନୁଷ୍ଠିତ ହେଲା ଜେଲ ପ୍ୟାରେଡ

ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା କାରାଗାରରେ କ୍ରିମିନାଲ ମନିଟୋରିଙ୍ଗ ଓ ଟ୍ରେକିଙ୍ଗ ସିଷ୍ଟମ ଯାଞ୍ଜ କରିବା ପାଇଁ ବରଗଡ଼ ପୋଲିସ ପକ୍ଷରୁ ଜେଲ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ SDPO ଙ୍କ ସମେତ ବରଗଡ଼ ଟାଉନ ଥାନା ଅଧିକାରୀ, ଭଟଲି ଥାନା ଅଧିକାରୀ,ସଦର ଥାନା ଅଧିକାରୀ,ଗ୍ରାମାଞ୍ଚଳ ଥାନା ଅଧିକାରୀ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହି ଯାଞ୍ଚ କରିଥିଲେ | ବରଗଡ଼ SDPO ଙ୍କ ତତ୍ୱାବଧାନରେ ଜେଲ ପରିଦର୍ଶନ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା | ଏହି ଅବସରରେ ଜେଲରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି ।

MORE NEWS