କବିସୂର୍ଯ୍ୟନଗର: ବଦଳିଛି ସରକାର ବଦଳିଛି ନୀତି,ଗଙ୍ଗାପୁର ପଞ୍ଚାୟତରେ ପହଞ୍ଚି ପଞ୍ଚାୟତ ବାସୀଙ୍କ ଅଭିଯୋଗ ଶୁଣିଛନ୍ତି ଜିଲ୍ଲା ପ୍ରଶାସନ ଅଧିକାରୀ
Kabisuryanagar, Ganjam | Aug 18, 2025
ରାଜ୍ୟରେ ବଦଳିଛି ସରକାର, ଆଉ ବଦଳିଛି ନୀତି, ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ ଗୋଟିଏ ସରକାର ଥିବା ବେଳେ ଲୋକଙ୍କୁ ସମସ୍ୟା ଶୁଣିବାକୁ ମିଳୁନଥିଲା...