ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ମାଝୀପଡା ରେ ଭାଇକୁ ହାଣିଲା ଭାଇ
ଅଇଁଠାପାଲି ଥାନା ଅନ୍ତର୍ଗତ ମାଝୀପଡା ରେ ଭାଇକୁ ହାଣିଲା ଭାଇ ମିଳିଥିବା ସୂଚନା ଅନୁଯାଇ ଆଜି ରାତି 8.30ରେ ମାଝୀପଡା ଅଂଚଳରେ ଜଣେ ଭାଇ ଘରେ ଖାଉଥିବା ବେଳେ ତାଙ୍କ ର ଆଉ ଜଣେ ଭାଇ ଆସି ତାଙ୍କ ସହ ଝଗଡା କରିଥିଲେ ଓ ପରେ ତାଙ୍କୁ ଏକ ଭୁଜାଲି ରେ ହାଣି ଦେଇଥିଲେ l ସେପଟେ ଉକ୍ତ ଭାଇ ଙ୍କୁ ତୁରନ୍ତ ଅଇଁଠାପାଲି ଥାନା ରେ ଅଭିଯୋଗ କରିଥିଲେ l ପୋଲିସ ଆହତ ଅବସ୍ଥା ରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା କରାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l