Public App Logo
Jansamasya
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
No video available

ଭଦ୍ରକ ଗ୍ରାମାଞ୍ଚଳ: ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରୁ ଅଜଣା ମୃତଦେହ ଉଦ୍ଧାର

Bhadrak Rural, Bhadrak | Jul 20, 2024
୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକରୁ ଅଜଣା ମୃତ ଦେହ ଉଦ୍ଧାର। ଶନିବାର ମଧ୍ୟାହ୍ନ ୧୨ଟାରେ ପୋଲିସ ପିସିଆର ଭ୍ୟାନ ଦ୍ଵାରା ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରୁ ମୃତ ଦେହ ଉଦ୍ଧାର ପାଇଁ ଶବ ବ୍ୟଵଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ମୃତ ଵ୍ୟକ୍ତି ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକମାନେ ରାହାଞ୍ଜ ରାସ୍ତା କଡରେ ମୃତ ଦେହ ପଡିଥିବାରେ ଦେଖି ପିସିଆରକୁ ଫୋନ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଥଚାରୀକୁ ଏକ ଟ୍ରକ ଦୁର୍ଘଟଣା କରି ସେଠାରୁ ପଳେଇଯାଇଥିଲା

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରୁ ଅଜଣା ମୃତଦେହ ଉଦ୍ଧାର - Bhadrak Rural News