ବର୍ଷକ ଥରେ ପୀଠରୁ ବାହାରକୁ ବାହାର କରି ଘରକୁ ଘର ବୁଲାଇ ଧରଣୀ ଦେବୀଙ୍କ ପ୍ରତୀକ କଣ୍ଡରୀ ପୂଜା କରାଯାଇଥାଏ । ଆଦିବାସୀଙ୍କ ପାରମ୍ପାରିକ ପର୍ବ ଟୋଳିମରା ପର୍ବ ପଳନର ପୂର୍ବ ଶୁକ୍ରବାର ଦିନ ଏହି କଣ୍ଡରୀବୁଲା ପର୍ବ ପାଳନ ହେଇତାଏ | ଆଜି ଶୁକ୍ରବାର ଦିନକ ପରେ ପାଳନ ହେବା ଆଦିବାସୀ ପରମ୍ପରାର ମହାନ ପର୍ବ ଟୋକିମରା । ଆଦିବାସୀଙ୍କ ପାରମ୍ପାରିକ ପର୍ବ ଟୋକି ମରା ପର୍ବ ପାଳନ ପାଇଁ ଆଦିବାସୀ ବସତି ଉତ୍ସବ ମୁଖର | ଦେବୀ ଧରଣୀଙ୍କ ଉପାସକ ଆଦିବାସୀ ।