ମୋହନା: ମୋହନା ଥାନା ବିଜୟପୁର ଗାଁ ନିକଟସ୍ଥ ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା,୪ ଗୁରୁତର ଆହାତ, ମୋହନା ମେଡିକାଲ ରେ ଭର୍ତ୍ତି।
Mohana, Gajapati | Aug 23, 2025
ଦୁଇ ବାଇକ ମୁହାଁ ମୁହିଁ ଧକ୍କା,୪ ଗୁରୁତର ଆହାତ, ମୋହନା ମେଡିକାଲ ରେ ଭର୍ତ୍ତି।ଆଜି ଦିନ ସାଢେ ଦୁଇ ଘଣ୍ଟ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି...