କଟକରେ ଉଦଯାପିତ ହେଲା ତରୋଳ ଗଣେଶ ମହୋତ୍ସବ, କମ୍ୟୁନିଟି ହଲ ପାଇଁ ବିଧାୟକଙ୍କ ବଡ ଘୋଷଣା
କଟକ ତରୋଳ ପୂଜା କମିଟି ପକ୍ଷରୁ ବିଂଶତମ ଗଣେଶ ମହୋତ୍ସବ ଉଦଯାପିତ। ଆଗାମୀ ଏକ ବର୍ଷ ମଧ୍ୟରେ କମ୍ୟୁନିଟି ହଲ ଓ ଦର୍ଶକ ଗ୍ୟାଲେରୀ ନିର୍ମାଣ ପାଇଁ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘୋଷଣା। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।