ହିଞ୍ଜିଳି: ହିଞ୍ଜିଳି କାଟୁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ,ଅନେକ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେଲେ ବିଡ଼ିଓ
Hinjili, Ganjam | Oct 10, 2025 ଆଜି ହିଞ୍ଜିଳି କାଟୁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁ ଶ୍ରୀ ସାଗରୀକା ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ହିଞ୍ଜିଳି କାଟୁ ବ୍ଲକ ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ପ୍ରତ୍ୟେକ ପଞ୍ଚାୟତ ରେ ଥିବା ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଯାହା ସବୁ ଯୋଜନା ଅଛି ସେଥିରେ କିଭଳି ସାମିଲ କରାଯିବ ସେ ନେଇ ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧି ଉପସ୍ଥିତ ଥିଲେ